Odia · Reading Comprehension
निम्नलिखित गद्यांश को ध्यानपूर्वक पढ़ें और प्रश्न का उत्तर दें: 'ଆଧୁନିକ ଯୁଗରେ ଜ୍ଞାନବିଜ୍ଞାନର ପ୍ରସାର ଫଳରେ ପୃଥିବୀର ପରିଥି କ୍ରମେ ସଂକୁଚିତ ହୋଇଯାଇଛି। ସମଗ୍ର ବିଶ୍ୱର ଛବି ମନୁଷ୍ୟର ନଖଦର୍ପଣରେ ପ୍ରତିଫଳିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ପାର୍ଶ୍ଵରେ ହସ୍ତ ପ୍ରସାରଣ କଲେ ତାହା ପୃଥିବୀର ଅପାର ପାର୍ଶ୍ୱକୁ ସ୍ପର୍ଶ କରିଯିବାର ଦକ୍ଷତା ମନୁଷ୍ୟ ହାସଲ କରିଅଛି। ତେଣୁ ଅତୀତର ସେହି ବିଶ୍ୱ ବିଜୟୀ ହେବାର ସ୍ୱପ୍ନ ଆଧୁନିକ ଯୁଗର ମନୁଷ୍ୟକୁ ବିଭୋର କରିଛି। ଧନଶାଳୀ, ଶକ୍ତିଶାଳୀ ଓ ବୃହତ ରାଷ୍ଟ୍ରର ନେତୃବର୍ଗ ପ୍ରତି ମୁହୂର୍ତ୍ତରେ ଆକାଶ କୁସୁମ ତୋଳୁଛନ୍ତି। ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା , ଗମନାଗମନର ସୁବିଧା , ମହାକାଶ ଯାତ୍ରାର ସୁଗମତା, ସର୍ବୋପରି ଆକ୍ରମଣ ଓ ପ୍ରତିଆକ୍ରମଣ ନିମନ୍ତେ ଭୟଙ୍କର ଶକ୍ତି ସଂଗ୍ରହ ତାହାର ଆଶାକୁ ଅଧିକ ବଳବତ୍ତର କରିଛି। ରାଜତନ୍ତ୍ର ବା ବ୍ୟକ୍ତିତନ୍ତ୍ର ସ୍ଥାନରେ ପୃଥିବର ବିଭିନ୍ନ ଦେଶରେ ଗଣତନ୍ତ୍ରର ବିକାଶ ହେବା ଫଳରେ ଅତୀତର ସାମ୍ରାଜ୍ୟ ବିସ୍ତାରର ପରିକଳ୍ପନା ଆଜି ଅବଶ୍ୟ ଅଳିକ ବା ଅପ୍ରାସଙ୍ଗିକ ହେବ ନାହିଁ। ତଥାପି ପୃଥିବୀରେ ଆପଣାର ପ୍ରାଧାନ୍ୟ ଓ ପ୍ରଭାବ ବିସ୍ତାର କରି ନିଜର କ୍ଷମତା ଓ ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କର ଚକ୍ଷୁ ଝଲସାଇ ଦେବା ପାଇଁ ଚାଲିଛି ପ୍ରତିଯୋଗିତା । ଏହି ପ୍ରତିଯୋଗିତାକୁ ଅଧିକ ତ୍ରୀବ୍ରତର କରିଛି ଆଧୁନିକ ବିଜ୍ଞାନ । ସେଠି ପାଇଁ ପୃଥିବୀ ଅହରହ ଏକ ଶୀତଳ ଯୁଦ୍ଧ ମଧ୍ୟ ଦେଇ ଗତି କରୁଛି।' इस गद्यांश की संरचना किस प्रकार की गई है?
- 1एक कहानी आधारित संरचना जहाँ घटनाओं को क्रम में रखा गया है।
- 2सत्यापित जानकारी के रूप में तथ्य दिए गए हैं।
- 3विभिन्न उदाहरणों के माध्यम से मुख्य विचार को विस्तारित किया गया है।✓
- 4सैद्धांतिक तुलना के माध्यम से दो विपरीत विचार दिए गए हैं।
सही उत्तर देखें
विभिन्न उदाहरणों के माध्यम से मुख्य विचार को विस्तारित किया गया है।
Download Single Question PDF
Save this question and verified answer as a clean study sheet with live clickable link.
Share with Friends & Study Groups
Challenge your peer aspirants on WhatsApp or Telegram to solve this question!
Preparing for Odia?
Practice full-length Odia mock tests with real exam timers, instant score analysis, and all-India ranking.
Want more practice questions on Reading Comprehension?
Solve complete topic-wise tests with detailed solutions on GkGet.
Related Practice Questions
Recommended practice questions in Odia · Reading Comprehension